Search

សៀវភៅអេឡិចត្រូនិចនិងសៀវភៅអូឌីយូឥតគិតថ្លៃ

ដំណឹងល្អអំពីទឹក និងព្រះវិញ្ញាណ

ଜଳ ଏବଂ ଆତ୍ମା ର ସୁସମାଚାର କୁ ଫେରନ୍ତୁ

ଜଳ ଏବଂ ଆତ୍ମା ର ସୁସମାଚାର କୁ ଫେରନ୍ତୁ

អ្នកនិពន្ធ Rev. Paul C. Jong ISBN 8983146656 ទំព័រ 329
អូរីយា 2

ទាញយកសៀវភៅអេឡិចត្រូនិច និងសៀវភៅសំឡេង ដោយឥតគិតថ្លៃ

📖 អានតាមអ៊ីនធឺណិតឥឡូវនេះ
មានសៀវភៅបោះពុម្ព
ទិញសៀវភៅបោះពុម្ពនៅលើ Amazon

សៀវភៅបោះពុម្ពមានសម្រាប់ការទិញដោយឯកជននៅលើ Amazon។ (សៀវភៅអេឡិចត្រូនិច Kindle ក៏មានសម្រាប់ទាញយកផងដែរ)

ପାପରୁ ପରିତ୍ରାଣର କାମ ସୁର୍ଣ୍ଣ ହୋଇଛି । ସ୍ୱର୍ଗର ଦ୍ୱାର ଖୋଲା ଅଛି । ଯେଉଁମାନେ ସତ୍ୟ ବାକ୍ୟପ୍ରତି ମନଯୋଗ କରି, ବାଇବଲ ଅନୁଯାଇ ପ୍ରମାଣିତ କରେ ଓ ନିଜକୁ ଶୟତାନର ସକଳ ପ୍ରକାର ମିଥ୍ୟା ଶିକ୍ଷାରୁ ଉଦ୍ଧାର କରିବା ନିମନ୍ତେ ସତର୍କ କରିଥାଏ । ସେହି ବ୍ୟକ୍ତି ପରମେଶ୍ୱରଙ୍କ ଆଶିର୍ବାଦ ପ୍ରାପ୍ତ ହୁଏ ଓ ସ୍ୱର୍ଗରେ ପ୍ରବେଶ କରିଥାଏ । ଇସ୍ରାଏଲ ଲୋକମାନେ ଯେ ପ୍ରକାରେ ମୋଶାଙ୍କ ଏତୃତ୍ୱରେ ମିଶରର ଦାସତ୍ୱ ଅବସ୍ଥରୁ ମୁକ୍ତି ପାଇଥିଲେ, ଏହା ମୋହର ବିଶ୍ୱାସ ଓ ପ୍ରାର୍ଥନା କି ଆପଣ ଏହି ଦୁଇଟି ପୁସ୍ତକ ପଢିବେ ଓ ପରିତ୍ରାଣର ବାକ୍ୟରେଏ ବିଶ୍ୱାସ ହେବ ଓ ପରମେଶ୍ୱରଙ୍କ ସନ୍ତାନ ହେବେ । 
ସଦାପ୍ରଭୁ ଆମକୁ ନିରନ୍ତର ଡାକନ୍ତି, ସେ କହନ୍ତି, ""ହେ ତୃଷିତ ଲୋକ ସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ`` (ଯିଶା ୫୫;୧) । ଆସ ଆମ୍ଭମାନେ ସମସ୍ତେ ""ଜଳ ଓ ଆତ୍ମାର ସୁସମାଚାର ପ୍ରତି ଫେରିବା`` ଆସନ୍ତୁ ପରମେଶ୍ୱରଙ୍କ ଠାରୁ ଆସୁଥିବା ବିଚାରରୁ ମୁକ୍ତି ପ୍ରାପ୍ତ ହେବା । ପୁଣି ପରମେଶ୍ୱରଙ୍କ ଅନୁଗ୍ରହ ଓ ଆଶିର୍ବାଦରେ ପରେମେଶ୍ୱରଙ୍କ ଅନୁଗ୍ରହର ରାଜ୍ୟରେ ପ୍ରବେଶ କରିବା!
ច្រើនទៀត